ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଫଳ ଘୋଷଣା କରିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି ଯେ pgcuet.samarth.ac.in ୱେବସାଇଟରେ ଫଳାଫଳ ଉପଲବ୍ଧ ଅଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ମାମଲା – ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ସୂଚନା ଅନୁଯାୟୀ, ଦେଶରେ ୨୬୨ଟି ସହରରେ ୫୭୨ଟି କେନ୍ଦ୍ର ଓ ବିଦେଶରେ ୯ଟି ସହରରେ ଗତ ମାର୍ଚ୍ଚ ୧୧ରୁ ୨୮ ତାରିଖ ମଧ୍ୟରେ ଏହି … Continue reading ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ