www.samajalive.in
Sunday, December 14, 2025
19.1 C
Bhubaneswar

ବ୍ରିଜଷ୍ଟୋନ୍ ଆଣିଲା ଏମିତି ଟାୟାର, ବଢାଇବ ମାଇଲେଜ୍

ନୂଆଦିଲ୍ଲୀ : ବ୍ରିଜଷ୍ଟୋନ୍ ଇଣ୍ଡିଆ ଭାରତୀୟ ଗାଡି ବଜାରକୁ ଏକ ନୂଆ ଉତ୍ପାଦ ନେଇଆସିଛି । କମ୍ପାନୀ ଯାତ୍ରୀବାହୀ କାର୍ ପାଇଁ ବ୍ରିଜଷ୍ଟୋନ୍ TURANZA 6i ଟାୟାରର ବଜାର ପ୍ରବେଶ କରାଇଛି । ଏହି ଟାୟାରକୁ ବିଶେଷ ରୂପେ ଭାରତୀୟ ସଡକ ପାଇଁ ପ୍ରସ୍ତୁତ କରାଯାଇଛି । ଏହା ଉତ୍ତମ ଇନ୍ଧନ ଦକ୍ଷତା ଏବଂ ରାସ୍ତାରେ ଚାଲିବାବେଳେ ଦୃଢ ଭାବେ ଧରିରଖିବାରେ ସାହାଯ୍ୟ କରିବ । ଏହା ୧୪ ଇଞ୍ଚରୁ ୨୦ ଇଞ୍ଚ ପର୍ଯ୍ୟନ୍ତ ୟୁଟିନରେ ଉପଲବ୍ଧ ହେବ ।

ଏହି ଟାୟାର ଏସୟୁଭି, ସେଡାନ, ହ୍ୟାଚବ୍ୟାକ୍ ଏବଂ ସିୟୁଭି ଭଳି ସମସ୍ତ ମଡେଲ ପାଇଁ ଉପଲବ୍ଧ ହେବ । ଦାମୀ ଗାଡି ପାଇଁ ଏହି ନୂଆ ପ୍ରିମିୟମ୍ ଟାୟାର ଲଞ୍ଚ୍ ହେବା ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ସାରା ଦେଶରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବ ଟାଟା ଗ୍ରୁପ୍

- Advertisement -

ଏହି ଟାୟାର ଉତ୍ତମ ଇନ୍ଧନ ଦକ୍ଷତା ଏବଂ ଏକ ଆରାମଦାୟକ ଯାତ୍ରା ପାଇଁ ଉତ୍ତମ ଅନୁଭବ ପ୍ରଦାନ କରିଥାଏ । ଉପଭୋକ୍ତାଙ୍କ ବଢୁଥିବା ଆବଶ୍ୟକତାକୁ ନଜରରେ ରଖି କମ୍ପାନୀ ଏହି ଟାୟାର ପ୍ରସ୍ତୁତି ଉପରେ ବହୁ ଆଗରୁ କାମ ଆରମ୍ଭ କରିଦେଇଥିଲା । ଏହି ଉତ୍ପାଦ ଫଳରେ କମ୍ପାନୀ ଉପଭୋକ୍ତାଙ୍କ ବଢୁଥିବା ଆବଶ୍ୟକତାକୁ ପୂରଣ କରିବା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏକ ବଡ ଛାପ ଛାଡିପାରିବ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories