ସାରା ଦେଶରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବ ଟାଟା ଗ୍ରୁପ୍

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ଖୁବ୍ ଶୀଘ୍ର ସାରା ଦେଶରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବା ପାଇଁ ଯୋଜନା କରୁଛି । ଏହି ଯୋଜନା ପାଇଁ ଟାଟା ଗ୍ରୁପର କମ୍ପାନୀ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍(ଟିପିଇଏମ୍) ନିକଟରେ ଶେଲ ଇଣ୍ଡିଆ ମାର୍କେଟ୍ସ ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ଏମଓୟୁ ହସ୍ତାକ୍ଷର କରିଛି । ଉଭୟ କମ୍ପାନୀ ମିଶି ଇଲେକ୍ଟ୍ରିକ୍ ଗାଡିର ରେଞ୍ଜ ଏବଂ ଚାର୍ଜିଂ ସମ୍ପର୍କିତ ସମସ୍ୟାର ସମାଧାନ କରିବେ । ତେବେ ବର୍ତ୍ତମାନ ଇଭି … Continue reading ସାରା ଦେଶରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବ ଟାଟା ଗ୍ରୁପ୍