www.samajalive.in
Sunday, December 7, 2025
26.1 C
Bhubaneswar

ଲଣ୍ଡନରେ ୧୨ ଭାରତୀୟ ଗିରଫ

ଡେସ୍କ: ଲଣ୍ଡନରେ ୧୨ ଭାରତୀୟଙ୍କୁ ଗିରଫ କରାଯାଇଥିବା ନେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂଚନା ଦେଇଛି। ସେଠାକାର ଅପ୍ରବାସ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଗିରଫଦାରୀ କରିଥିବା ଜଣାପଡିଛି। ଗିରଫଙ୍କ ମଧ୍ୟରେ ୧୧ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସେମାନେ ଭିସା ଅବଧି ଶେଷ ହୋଇଥିଲେ ମଧ୍ୟ ଲଣ୍ଡନରେ ଅନଧିକୃତ ଭାବେ ବିଭିନ୍ନ କାରଖାନାରେ କାମ କରୁଥିବା କୁହାଯାଇଛି।

ଇଦରେ ଇମ୍ରାନ ଖାନଙ୍କୁ ଆଡିଆଲା ଜେଲରେ ଭେଟିଲେ ପତ୍ନୀ ବୁଶରା ବିବି

- Advertisement -

ଏ ନେଇ ଲଣ୍ଡନର ଗୃହ ବିଭାଗ କହିଛି, ଇମିଗ୍ରେସନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ସମୟରେ ଏହା ଜଣାପଡିଛି। ବେନିୟମ ଭାବରେ କାମ କରୁଥିବାରୁ ସନ୍ଦେହ ଉପୁଜିବା ଫଳରେ ୭ ଜଣଙ୍କୁ ଗିରଫ କରାଯାଇଛି।

ମାମଲାରେ ନୂଆ ମୋଡ଼ – ବିଆରଏସ ନେତ୍ରୀ କେ କବିତା ଗିରଫ

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories