ମାମଲାରେ ନୂଆ ମୋଡ଼ – ବିଆରଏସ ନେତ୍ରୀ କେ କବିତା ଗିରଫ
ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗୁରୁବାର ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ କବିତାଙ୍କୁ ଗିରଫ କରିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ତିହାର ଜେଲରେ ରଖାଯାଇଥିଲା। ନିକଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ସ୍ୱତନ୍ତ୍ର ଅଦାଲତଙ୍କ ଅନୁମତି ନେବା ପରେ ଜେଲ ଭିତରେ କବିତାଙ୍କୁ ପଚରାଉଚରା କରିଥିଲେ। ବିଆରଏସ୍ ନେତାଙ୍କୁ ସହ ଅଭିଯୁକ୍ତ … Continue reading ମାମଲାରେ ନୂଆ ମୋଡ଼ – ବିଆରଏସ ନେତ୍ରୀ କେ କବିତା ଗିରଫ
Copy and paste this URL into your WordPress site to embed
Copy and paste this code into your site to embed