ଇଦରେ ଇମ୍ରାନ ଖାନଙ୍କୁ ଆଡିଆଲା ଜେଲରେ ଭେଟିଲେ ପତ୍ନୀ ବୁଶରା ବିବି

ଡେସ୍କ: ପାକିସ୍ତାନର ଏକ ଅଦାଲତ ଜେଲରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ଦେବା ପରେ ଇଦ୍-ଉଲ୍ ଫିତର ଦିନ ଇମ୍ରାନ୍ ଖାନ୍ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଆଡିଆଲା ଜେଲରେ ଭେଟିଛନ୍ତି। ମାମଲାରେ ନୂଆ ମୋଡ଼ – ବିଆରଏସ ନେତ୍ରୀ କେ କବିତା ଗିରଫ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ପାର୍ଟିର ପ୍ରତିଷ୍ଠାତା ଇମ୍ରାନ ଖାନ୍ ଗତ ବର୍ଷ ଅଗଷ୍ଟ ମାସରୁ ଆଡିଆଲା ଜେଲରେ ବନ୍ଦୀ ଥିବା ବେଳେ ବୁଶରା ବିବି ଫେବ୍ରୁଆରିରେ ‘ଅଣ-ଇସଲାମିକ ନିକାହ’ ମାମଲାରେ ଦଣ୍ଡିତ … Continue reading ଇଦରେ ଇମ୍ରାନ ଖାନଙ୍କୁ ଆଡିଆଲା ଜେଲରେ ଭେଟିଲେ ପତ୍ନୀ ବୁଶରା ବିବି