www.samajalive.in
Sunday, December 14, 2025
26.1 C
Bhubaneswar

ଏହି ରାଶିଙ୍କ ପାଇଁ ତମ୍ବା ଶୁଭଙ୍କର ମାତ୍ର ଏହି ରାଶି ପାଇଁ ନୁହେଁ..

ହିନ୍ଦୁ ଧର୍ମରେ ସମସ୍ତ ଧାତୁ ସହ ଜଡିତ ଅନେକ ନିୟମ ରହିଛି। ନିୟମ ଅନୁଯାୟୀ ହିଁ ଏହା ଧାରଣ କରିବା ଉଚିତ୍। ତେଣୁ ଯେକୌଣସି ଧାତୁ ଧାରଣ କରିବା ପୂର୍ବରୁ ଏହାର ନିୟମ ବିଷୟରେ ନିଶ୍ଚୟ ଜାଣନ୍ତୁ। ଏଭଳି କିଛି ରାଶି ରହିଛନ୍ତି, ଯେଉଁମାନେ କିଛି ଧାତୁ ଧାରଣ କରି ପାରିବେ ନାହିଁ। ନଚେତ୍ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆପଣ ସୁନା, ଚାନ୍ଦି, ତମ୍ବା ଆଦି ଧାତୁ ଧାରଣ କରିବା ପୂର୍ବରୁ କିଛି ସ୍ୱତନ୍ତ୍ର ନିୟମ ବିଷୟରେ ଜାଣନ୍ତୁ।

ଚୈତ୍ର ନବରାତ୍ର: ଜାଣନ୍ତୁ ରାମଙ୍କ ନାମ ଲେଖିଲେ କଣ ହେବ

- Advertisement -

ତମ୍ବାର ଧାତୁକୁ ଖୁବ୍ ଶୁଭ ଧାତୁ ବୋଲି କୁହାଯାଏ। ତମ୍ବାରେ ଅଗ୍ନି ତତ୍ତ୍ୱର ମାତ୍ରା ଅଧିକ ଥାଏ। ତମ୍ବାର ସମ୍ବନ୍ଧ ସୂର୍ଯ୍ୟ ଓ ମଙ୍ଗଳଙ୍କ ସହ ଜଡିତ। ପୂଜାପାଠରେ ତମ୍ବା ଧାତୁର ବିଶେଷ ଭାବରେ ବ୍ୟବହାର କରାଯାଏ। ତେବେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବିଶେଷ ତମ୍ବା ଧାରଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।

ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ

ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ। ମଙ୍ଗଳ ଗ୍ରହଙ୍କୁ ମଜଭୂତ ରଖିବା ପାଇଁ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଏ। ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ତମ୍ବା ଧାରଣ କରିବା ଶୁଭଙ୍କର।

ନବରାତ୍ରୀରେ କର୍ପୂରର ଏହି ଗୋଟିଏ ଉପାୟ କରିବ ଧନୀ..

ସିଂହ ରାଶିର ସ୍ୱାମୀ ସୂର୍ଯ୍ୟଦେବତା। ଏହି କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷ ତମ୍ବାର କଡା ଧାରଣ କରିବା ଅତ୍ୟନ୍ତ ଶୁଭଙ୍କର। ମାନସମ୍ମାନ ବୃଦ୍ଧି ହୋଇଥାଏ।

ବିଶ୍ଵ ଛେନାପୋଡ ଦିବସ: ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଦାବି

ଧନୁ ରାଶିର ସ୍ୱାମୀ ବୃହସ୍ପତି। ଏହି ରାଶିର ସ୍ୱଭାବ ଚଞ୍ଚଳ ଓ ହସଖୁସି ଭରା। ଏମାନେ ତମ୍ବାର କଡା ପିନ୍ଧିବା ଶୁଭଙ୍କର।
ସେହିଭଳି ବୃଷ, କନ୍ୟା ଓ ମକର ରାଶି ଜାତକଙ୍କ ପାଇଁ ତମ୍ବା ଧାରଣ କରିବା ଶୁଭଙ୍କର ନୁହେଁ। ଏହାଦ୍ୱାରା ଅଶୁଭ ହୋଇଥାଏ।

 

 

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories