www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ଵ ଛେନାପୋଡ ଦିବସ: ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଦାବି

ନୟାଗଡ: ଓଡିଆର ସ୍ଵାଦ ଓ ପ୍ରତିଟି ଓଡିଆର ପସନ୍ଦର ମିଠା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଅର୍ପଣ ହେଉଥିବା ଏହି ମିଠାର ଦ୍ଵିଗୁଣ ସ୍ଵାଦ ଓଡିଆଙ୍କ ସବୁ ପର୍ବପର୍ବାଣୀରେ ଖୋଜାପଡେ। ଆଜି ସେହି ସ୍ଵାଦିଷ୍ଟ ଛେନାପୋଡ ପାଇଁ ଉତ୍ସର୍ଗୀକୃତ ଦିନ ଛେନାପୋଡ ଦିବସ। ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛୋନାପୋଡ ଦିବସ ଭାବରେ ପାଳନ କରାଯାଏ। ଛୋନାପୋଡ ଖାଇବାକୁ ପିଲାଠୁ ବୁଢା ସମସ୍ତେ ପସନ୍ଦ କରିଥାନ୍ତି।  ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ବିଶ୍ଵ ଛେନାପୋଡ ଦିବସ ରୂପେ ପାଳନ କରାଯାଏ। ନୟାଗଡ ମାଟିରୁ ଜନ୍ମ ନେଇଛି ଛେନାପୋଡ। ଏହା କେବଳ ନୟାଗଡ ନୁହେଁ , ସାରା ବିଶ୍ଵରେ ପରିଚିତ ହୋଇପାରିଛି। ତେଣୁ ଏହାକୁ ଜିଆଇ ଟ୍ୟାଗର ମାନ୍ୟତା ଲାଗି ଦାବି କରାଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories