ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ

ଲଖନଉ : ହିନ୍ଦୁ ପଞ୍ଜିକା ଅନୁସାରେ ଚଳିତ ବର୍ଷ ଶ୍ରୀରାମ ନବମୀ ପର୍ବ ଏପ୍ରିଲ ୧୭ ତାରିଖ ଦିନ ପାଳନ କରାଯିବ। ଆଯୋଧ୍ୟାରେ ରାମ ନବମୀ ପାଇଁ ଜୋରସୋର ପ୍ରସ୍ତୁତି କରାଯାଉଛି। ମାନ୍ୟତା ଅନୁଯାୟୀ, ଭଗବାନ ଶ୍ରୀରାମଙ୍କର ଏହି ଦିନ ଜନ୍ମ ହୋଇଥିଲା। ଚଳିତ ବର୍ଷ ରାମନବମୀ ଅବସରରେ ଭଗବାନ ଶ୍ରୀରାମଙ୍କର ସୂର୍ଯ୍ୟତିଳକରେ ଅଭିଷେକ କରାଯିବ। ରାମନବମୀରେ ଦିନ ୧୨ଟାରେ ସୂର୍ଯ୍ୟଙ୍କ କିରଣରେ ରାମଲାଲାଙ୍କର ଅଭିଷେକ କରାଯିବ। ଚୈତ୍ର ନବରାତ୍ର : ୯ ଦିନ କି କି … Continue reading ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ