ଚୈତ୍ର ନବରାତ୍ର: ଜାଣନ୍ତୁ ରାମଙ୍କ ନାମ ଲେଖିଲେ କଣ ହେବ

ଚୈତ୍ର ନବରାତ୍ର ଆରମ୍ଭ ହୋଇଥିବା ବେଳେ ସବୁଠି ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ଏହି ନବରାତ୍ରରେ ପ୍ରଭୁ ଶ୍ରୀରାମ ପୂଜା କରିଥିଲେ ବୋଲି କୁହାଯାଏ । ଯଦି ଆପଣ ଏବର୍ଷ ନବରାତ୍ରିରେ ରାମଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ କିଛି ଏଭଳି କରନ୍ତୁ । ପ୍ରଭୁ ରାମଙ୍କ ନାମ ଲେଖିବା ସହ ଉପବାସ ରଖନ୍ତୁ । ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ରାମଙ୍କ ନାମ ଲେଖିବା ଏବଂ ଉଚ୍ଚାରଣ କରିବାର ଅନେକ ଗୁରୁତ୍ୱ ରହିଛି । … Continue reading ଚୈତ୍ର ନବରାତ୍ର: ଜାଣନ୍ତୁ ରାମଙ୍କ ନାମ ଲେଖିଲେ କଣ ହେବ