nua o banner

ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ୍‌‌

BSKY banner  750×100

ଖୋର୍ଦ୍ଧା: ଭାରସାମ୍ୟ ହରାଇ ନାଳକୁ ଖସିପଡିଛି ମୋ ବସ୍‌‌। ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ବେଳେ ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ନାଳକୁ ଖସିପଡିଥିଲା। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Comments are closed.