www.samajalive.in
Saturday, December 6, 2025
16.1 C
Bhubaneswar

ସ୍କୁଟିରେ ଦମ୍ପତି ; ବାଇକ୍‌‌ରେ ଆସି ଲୁଟେରା ଝାମ୍ପି ନେଲେ ଟଙ୍କା ବ୍ୟାଗ୍‌‌

ପାରାଦୀପ : ଥମୁନି ଲୁଟେରାଙ୍କ ଉତ୍ପାତ। ଗୁରୁବାର ଦମ୍ପତିଙ୍କ ଠାରୁ ଟଙ୍କା ବ୍ୟାଗ୍‌‌ ଝାମ୍ପି ନେଲେ ଲୁଟେରା। କୁଜଙ୍ଗ ଥାନା ଠାରୁ କିଛିବାଟ ଦୂରରେ ଦମ୍ପତିଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସ୍କୁଟିରେ ଦମ୍ପତି ଯାଉଥିବା ବେଳେ ବାଇକ୍‌‌ରେ ଆସି ଲୁଟେରା ଟଙ୍କା ବ୍ୟାଗ୍‌‌ ଝାମ୍ପି ନେଇଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଇ ମଲ୍ଲାସାହି ସ୍ଥିତ ଘରକୁ ଦମ୍ପତି ଫେରୁଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories