BJD Bijuli 480×75 Mob

ଅପରାହ୍ଣ ୪ଟା ମୁଖ୍ୟ ଖବର

BJD Bijuli 480×75 Mob

ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର କରୁଥିଲେ ୨ ଉଚ୍ଚଶିକ୍ଷିତ ଯୁବତୀ ; ବାନ୍ଧିଲା ପୁଲିସ..

ଘର ଭଡା ନେଇ ରହିବା ସହ ଚଳାଇଥିଲେ ନିଶା କାରବାର..

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି..

ମନ୍ଦିର ଭିତରେ ନଜର ଆସିଲେ ମହିଳା ବିଦେଶୀ ପର୍ଯ୍ୟଟକ, ସିଂହଦ୍ବାର ଥାନାରେ ଅଟକ..

ଟିଏମସି ନେତା ମହୁଆ ମୈତ୍ରଙ୍କ ଘରେ ସିବିଆଇ ଚଢ଼ାଉ..

ଯାଜପୁର: ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବାଇକ..

ଘଟଣାସ୍ଥଳରେ ୩ମୃତ..

କଳିଙ୍ଗନଗର ଥାନା ଜିନ୍ଦଲ ମୁଖ୍ୟ ଗେଟ ସମ୍ମୁଖରେ ଦୁର୍ଘଟଣା ଘଟିଛି..

ହୀରାକୁଦରେ ବ୍ୟାପିଲା ଡାଇରିଆ: ଜଣେ ମୃତ, ୪୯ ଆକ୍ରାନ୍ତ..

ମୋହନାରେ ମହୁମାଛି ଆକ୍ରମଣରେ ୧୪ ଆହତ..

ଜୟପୁରରେ ବ୍ରିଜ୍ ତଳୁ ଦୁର୍ଘଟଣାଗ୍ରସ୍ତ କାର୍ ଜବତ..

କାରରେ କେହି ନଥିବାବେଳେ ଗାଡିରୁ ୪ଟି ନମ୍ବର ପ୍ଲେଟ୍ ଓ ଦୁଇ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ..

Comments are closed.