www.samajalive.in
Tuesday, December 9, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଏନଏସି ଦାବିରେ ୮ଘଣ୍ଟିଆ ତିହିଡି ବନ୍ଦ: ନାଗରିକ ମଂଚ ପକ୍ଷରୁ ସକାଳ ୬ଟାରୁ ଦିନ ୨ଟା ଯାଏଁ ବନ୍ଦ ପାଳନ..

୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିବ ବିଗୁଲ: ଅପରାହ୍ନ ୩ଟାରେ ହେବ ତାରିଖ ଘୋଷଣା..

- Advertisement -

ଲାଗୁ ହେବ ଆଚରଣ ବିଧି..

ରାଜ୍ୟରେ ପୁଣି ବଢିଲା ତାତି: ୩୯.୫ ଡିଗ୍ରୀ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର..

କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ସମ୍ଭାବନା..

ବ୍ରହ୍ମପୁର ଗୋଳନ୍ଥରା ଥାନା ରାଳବ ଗାଁରେ ଅଭାବନୀୟ ଘଟଣା..

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ..

ସବଡିଭିଜନ୍ ଦାବିରେ ୨୪ ଘଣ୍ଟିଆ ଜି.ଉଦୟଗିରି ବନ୍ଦ..

ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା..

କଟକ ଏସସିବି ପରିସରରେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..

ପୂରା ରଣନୀତି ସରିଛି, ବୈଠକ ପରେ ସବୁ ଜଣାପଡ଼ିବ..

ଦୃଢତାର ସହ ନିର୍ବାଚନ ଲଢ଼ିବୁ : ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି..

ଦିଲ୍ଲୀ କୋର୍ଟରୁ ମିଳିଲା ଜାମିନ..

ମଦ ନୀତି ମାମଲାରେ ହାଜର ହେବାକୁ ସମନ କରିଥିଲା ଇଡି..

ବାରମ୍ବାର ସମନ ସତ୍ୱେ ହାଜର ନହେବା ମାମଲାରେ ଜାମିନ..

ବର୍ତ୍ତମାନ ସୁଦ୍ଧା ୮ଥର ସମନ କରିଛି ଇଡି..

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories