ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର..
ଭୁବନେଶ୍ବରରୁ ବରଗଡ ଫେରିବାବେଳେ ଦୁର୍ଘଟଣା..
ସମ୍ବଲପୁର ରେଢାଖୋଲ ବିଲଡିହି ନିକଟରେ ଦୁର୍ଘଟଣା..
୧୨ ଘଣ୍ଟିଆ ଭଦ୍ରକ ବନ୍ଦ..
ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ଭଦ୍ରକ ବନ୍ଦ..
ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ..
ମଞ୍ଚ ପକ୍ଷରୁ ବନ୍ତ ଛକରେ ପିକେଟିଂ ସହ ରାସ୍ତା ଅବରୋଧ..
ଆଜିଠୁ ମାଟ୍ରିକ ପରୀକ୍ଷା ଖାତାଦେଖା..
କଡା ସୁରକ୍ଷାରେ ୫୫ଟି କେନ୍ଦ୍ରରେ ହେବ ମୂଲ୍ୟାୟନ..
ସୁନ୍ଦରଗଡ: କୁତ୍ରା ନିକଟରେ ଗୁଳିମାଡ, ୨ଗୁରୁତର..
ଆହତ ଯୁବକ ୨ଜଣ ହେଲେ ଛତିଶଗଡ ରାୟଗଡ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର..
ଏସବିଆଇକୁ ପୁଣି ନୋଟିସ୍..
ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ତଥ୍ୟରେ କାହିଁକି ବଣ୍ଡ ନମ୍ବର ନାହିଁ..
ବଣ୍ଡର ନମ୍ବର ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ..
ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର..



