www.samajalive.in
Sunday, December 7, 2025
14.1 C
Bhubaneswar

ହ୍ବାଟ୍ସ ଆପ୍ ଆଣୁଛି ନୂଆ ଫିଚର: କେମିତିି ରଖିବେ ନିଜ ପ୍ରାଇଭେଟ୍ ଚାଟ୍‌କୁ ସୁରକ୍ଷିତ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କ ସୁରକ୍ଷାକୁ ନେଇ ବହୁତ୍ ସକ୍ରିୟ ରହିଥାଏ। ଗତ କିଛି ମାସ ମଧ୍ୟରେ ସୁରକ୍ଷା ଏବଂ ଗୋପନୀୟତା ସହ ଜଡିତ  କିଛି ଫିଚର ଆସିଛି। ଏହିକ୍ରମରେ ଲକ୍ ହୋଇଥିବା ଚାଟ୍ ଗୁଡିକୁ ଅଧିକ ସୁରକ୍ଷିତ କରିବା ପାଇଁ କମ୍ପାନୀ ବର୍ତ୍ତମାନ ସିକ୍ରେଟ୍ କୋଡ୍ ନାମକ ଏକ ଫିଚର ଆଣିବାକୁ ଯୋଜନା କରୁଛି। ହ୍ବାଟ୍ସ ଆପ୍ ୱେବ୍ ପାଇଁ କମ୍ପାନୀ ଏହି ଫିଚର ଆଣିବାକୁ ଯାଉଛି। ଯାହାଦ୍ବାରା ଆପଣଙ୍କ ଚାଟ୍ ଗୁଡିକ ସୁରକ୍ଷିତ ଏବଂ ଗୋପନୀୟ ହୋଇରହିପାରିବ। WABetainfo ଆଗକୁ ଆସୁଥିବା ଏହି ନୂଆ ଫିଚର ବିଷୟରେ ତଥ୍ୟ ଦିଏ। ହ୍ବାଟ୍ସ ଆପ୍ ୱେବ୍ ରେ ଲକ୍ ଚାଟ୍‌କୁ ଓପନ୍ କରିବାକୁ ଏହି ସିକ୍ରେଟ୍ କୋଡ୍‌ ର ଦରକାର ପଡିବ । ଯାହାକୁ ଉପଭୋକ୍ତାମାନେ ନିଜ ମୋବାଇଲ ସ୍କ୍ରିନ୍ ରେ ସେଟ୍ କରିପାରିବେ। ଏହି ନୂଆ ଫିଚର କମ୍ପାନୀ ବର୍ତ୍ତମାନ୍ ଡେଭଲପ୍ କରୁଛି। ଖୁବ୍ ଶୀଘ୍ର ଏହାର ଗ୍ଳୋବାଲ୍ ରୋଲଆଉଟ୍ ର ଆଶା କରାଯାଉଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories