www.samajalive.in
Saturday, December 6, 2025
16.1 C
Bhubaneswar

ବିଲକୁ ମାଡିଗଲା ବସ୍‌, ୩ ଆହତ

ଦଶପଲ୍ଲା: ଦଶପଲ୍ଲା ସ୍ଥିତ ଶାଳଭଙ୍ଗା ନିକଟରେ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ବୁଗୁଡାରୁ ଝାରସୁଗୁଡା ଯାଉଥିବା ଏକ ବସ୍‌ ବାଣୀଗୋଚ୍ଛା ଥାନା ଶାଳଭଙ୍ଗା ନିକଟରେ ବିଲକୁ ପଶିଯାଇଛି। ଭାରସାମ୍ୟ ହରାଇ ବିଲକୁ ବସ୍ ଟି ବିଲକୁ ପଶିଯାଇଛି। ତେବେ କାହାରି ବିଶେଷ କ୍ଷତି ହୋଇନାହିଁ। ବସ୍‌ରେ ଥିବା ୪୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୩ ଆହତଙ୍କୁ ଦଶପଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories