www.samajalive.in
Saturday, December 6, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡ଼ି ସମନ..

ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ସମନ କରିଛି..

- Advertisement -

ଡକ୍ୟୁମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି..

ତାମିଲନାଡୁର ବିରୁଧୁନଗରରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ..

ଆଠ ଜଣଙ୍କର ମୃତ୍ୟୁ..

ଚୌଦ୍ୱାର ଗସ୍ତରେ ଯାଇ ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଖଣ୍ଡଗିରି ମେଳା ଆରମ୍ଭ ; ୬ପେଣ୍ଡାଲରେ ୧୨ ଅପେରା ନାଚିବେ..

ଓଡିଶା-ଝାଡଖଣ୍ଡ ସୀମାନ୍ତ ରେଳ ଲାଇନରେ ପଡିଛି ୨ଶିଶୁ,ଜଣେ ମହିଳା, ପୁରୁଷଙ୍କ ମୃତଦେହ ; ହତ୍ୟା ସନ୍ଦେହ..

ନୂଆଦିଲ୍ଲୀରେ ଆଜିଠାରୁ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ..

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଚୂଡାନ୍ତ ରଣନୀତି..

ଶନିବାରଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା: ଚଳିତବର୍ଷ କଳାରେ ୨ ଲକ୍ଷ ୩୭ ହଜାର , ବାଣିଜ୍ୟରେ ୨୬ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା..

ବୌଦ୍ଧ କଣ୍ଟାମାଳ ରେଞ୍ଜ ଖୁଣ୍ଟିଗୋରା ଛକରୁ କେନ୍ଦୁ କାଠ ଜବତ, ଦୁଇ ଗିରଫ..

ଏମକେସିଜି ମେଡିକାଲ କଲେଜରେ ଛାତ୍ର ରାଗିଂ ଘଟଣା: ୪ ସିନିୟର୍‌ ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ୍..

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories