www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରୀଲଙ୍କା ପର୍ଯ୍ୟଟନର ପ୍ରମୁଖ ଉତ୍ସ ଭାରତୀୟ ପର୍ଯ୍ୟଟକ

ଡେସ୍କ: ଶ୍ରୀଲଙ୍କା ପର୍ଯ୍ୟଟନର ପ୍ରମୁଖ ଉତ୍ସ ବଜାର ଭାବେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ବର୍ତ୍ତମାନ ସୁଦ୍ଧା ୩୪ ହଜାର ୩୯୯ ଜଣ ଭାରତୀୟ ଶ୍ରୀଲଙ୍କା ଗସ୍ତ କରିଛନ୍ତି ଏବଂ ଗତବର୍ଷ ତୁଳନାରେ ଏହି ସଂଖ୍ୟା ବୃଦ୍ଧି ପାଉଛି। ଶ୍ରୀଲଙ୍କା ପର୍ଯ୍ୟଟନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜାନୁଆରୀରେ ଭାରତରୁ ପର୍ଯ୍ୟଟକଙ୍କ ଆଗମନ ଗତ ବର୍ଷ ସମାନ ମାସ ତୁଳନାରେ ୧୦୩ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୮ ହଜାରରେ ପହଞ୍ଚିଛି।

ଛାତ୍ରଛାତ୍ରୀଙ୍କ ସହ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି

- Advertisement -

୨୦୨୨ରେ ଚେନ୍ନାଇ ଓ ଜାଫନା ମଧ୍ୟରେ ବିମାନ ସେବା ଆରମ୍ଭ ହେବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଛି। କାଙ୍କେସାନ୍ଥୁରାଇ ଏବଂ ନାଗାପଟ୍ଟନମ୍ ମଧ୍ୟରେ ଫେରି ସେବା ଆରମ୍ଭ ହେବା ଫଳରେ ଦୁଇ ଦେଶ ମଧ୍ୟରେ ଯାତ୍ରା ସହଜ ହୋଇଛି। ବିଦେଶରୁ ରାଜସ୍ୱର ଏକ ପ୍ରମୁଖ ଉତ୍ସ ଭାବରେ ଶ୍ରୀଲଙ୍କାର ଅର୍ଥନୀତିରେ ପର୍ଯ୍ୟଟନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଗତବର୍ଷ ପର୍ଯ୍ୟଟନ କ୍ଷେତ୍ରରେ ଅବଦାନ ୨.୧ ବିଲିୟନ ଡଲାର ଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories