ଡେସ୍କ: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାର ଫେବୃଆରୀ ୧୦ରେ ବିଧାନସଭାରେ ଆସ୍ଥା ଭୋଟ ଲୋଡିବେ। ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୦ରେ ଆରମ୍ଭ ହେଉଥିବା ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଉଭୟ ଗୃହକୁ ସମ୍ବୋଧନ କରିବା ପରେ ନବ ଗଠିତ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ।
ଜ୍ଞାନବ୍ୟାପୀ ମାମଲା – ଶିବଲିଙ୍ଗର ସର୍ଭେ ପାଇଁ ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷ
ସୂଚନା ଯୋଗ୍ୟ, ଜେଡିୟୁ ମୁଖ୍ୟ ନୀତିଶ କୁମାର ଗତ ରବିବାର ଦିନ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନବମ ଥର ପାଇଁ ଶପଥ ଗ୍ରହଣ କରିଥିଲେ।
ପିଲା ପଡିଗଲାଣି କିନ୍ତୁ ମହିଳାଙ୍କ ନାଚ ବନ୍ଦ ହେଉନି, ଭିଡିଓ ଦେଖିଲେ ହସି ହସି ଗଡିବେ



