ପିଲା ପଡିଗଲାଣି କିନ୍ତୁ ମହିଳାଙ୍କ ନାଚ ବନ୍ଦ ହେଉନି, ଭିଡିଓ ଦେଖିଲେ ହସି ହସି ଗଡିବେ

ନୂଆଦିଲ୍ଲୀ ଆଜି କାଲି ସମସ୍ତେ ସୋସିଆଲ ମିଡିଆରେ ରିଲ୍ ଦେଖିବାକୁ ପସନ୍ଦ କରୁଛନ୍ତି । ଖାଲି ଦେଖିବାକୁ ନୁହେଁ, ରିଲ୍ କରିବାକୁ ମଧ୍ୟ ପାଗଳ ଆଜିର ଯୁବପିଢି । କିଏ ରାସ୍ତାରେ ରିଲ୍ କରୁଛି ତ ଆଉ କିଏ ଏୟାରପୋର୍ଟରେ । ଯିଏ ଯେଉଁଠି ପାରୁଛି ଠୁମକା ଲଗାଇବାରେ ଲାଗିପଡୁଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ଅନେକ ସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି … Continue reading ପିଲା ପଡିଗଲାଣି କିନ୍ତୁ ମହିଳାଙ୍କ ନାଚ ବନ୍ଦ ହେଉନି, ଭିଡିଓ ଦେଖିଲେ ହସି ହସି ଗଡିବେ