ଜ୍ଞାନବ୍ୟାପୀ ମାମଲା – ଶିବଲିଙ୍ଗର ସର୍ଭେ ପାଇଁ ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷ
ଡେସ୍କ: ଜ୍ଞାନବ୍ୟାପି ମସଜିଦରୁ ମିଳିଥିବା ‘ଶିବଲିଙ୍ଗ’ର ପ୍ରକୃତି ତଥା ଆନୁସଙ୍ଗିକ ବୈଶିଷ୍ଟ୍ୟ ନିର୍ଣ୍ଣୟ କରିବାକୁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ହିନ୍ଦୁ ମହିଳା ଅଭିଯୋଗକାରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏବେ ସେହି ଶିବଲିଙ୍ଗ ମିଳିଥିବା ଅଂଚଳକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ସିଲ୍ କରିଛି। ମୁଁ ବଞ୍ଚିଥିବା ଯାଏଁ ବେଙ୍ଗଲରେ ନାଗରିକତା ଆଇନକୁ ଅନୁମତି ଦେବିନାହିଁ – ମମତା ବାନାର୍ଜୀ ଏକ ପୃଥକ ଆବେଦନରେ ବାରାଣାସୀ କୋର୍ଟରେ ବିଚାରାଧୀନ ଥିବା ମକଦ୍ଦମା ଦାୟର … Continue reading ଜ୍ଞାନବ୍ୟାପୀ ମାମଲା – ଶିବଲିଙ୍ଗର ସର୍ଭେ ପାଇଁ ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷ
Copy and paste this URL into your WordPress site to embed
Copy and paste this code into your site to embed