ଭୁବନେଶ୍ବର: କଣ୍ଟାବୁଦାରୁ ନବଜାତର ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ବର ରସୁଲଗଡ଼ଛକ ନିକଟ ଏକ ବୁଦା ମୂଳରୁ ନବଜାତର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। କଣ୍ଟାବୁଦାରୁ ଅଖାରେ ଭର୍ତ୍ତି ଅବସ୍ଥାରେ ନବଜାତର ମୃତଦେହକୁ ଉଦ୍ଧାର କରାଯାଇଛି। ଜନ୍ମ ପରେ ନବଜାତକୁ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
କଣ୍ଟାବୁଦାରୁ ନବଜାତର ମୃତଦେହ ଉଦ୍ଧାର
Popular Categories



