www.samajalive.in
Sunday, December 7, 2025
26.1 C
Bhubaneswar

୩ ଶୈକ୍ଷିକ ପ୍ରତିଷ୍ଠାନ ସହ ଏମଓୟୁ ସ୍ୱାକ୍ଷର:  ଛାତ୍ରଛାତ୍ରୀ ସାମର୍ଥ୍ୟ ବିନିମୟ କାର୍ଯ୍ୟକ୍ରମ ପାଇଁ ୩ ଶୈକ୍ଷିକ ଶିକ୍ଷାନୁଷ୍ଠାନର ଚୁକ୍ତି ସ୍ବାକ୍ଷରିତ 

ରେଙ୍ଗାଲି: ସମ୍ବଲପୁର ଜିଲାର ଲଇଡାରେ ଥିବା   ଦୁତିକା ସାହୁ ମହାବିଦ୍ୟାଳୟ  ପକ୍ଷରୁ  ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରଡକ୍ସନ୍ ମ୍ୟାନେଜମେଣ୍ଟ୍ ରାଉରକେଲା କଂସବାହାଲ, ଡ଼କ୍ଟର ଆମ୍ବେଦକର ମେମୋରିଆଲ ଇନଷ୍ଟିଚ୍ୟୁଟ୍ ଅଫା ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ସାଇନ୍ସ ରାଉରକେଲା, ରାଉରକେଲା ଆଇନ ମହାବିଦ୍ୟାଳୟ ସହିତ ଚୁକ୍ତି ସ୍ଵାକ୍ଷରିତ ହୋଇଛି।

ଏହା ଦ୍ବାରା  ଲଇଡା ଦୁତିକା ସାହୁ ମହାବିଦ୍ୟାଳୟ ଯୁକ୍ତ ତିନି  ବିଜ୍ଞାନ କଳା ଛାତ୍ର ଛାତ୍ରୀଙ୍କ ଦକ୍ଷତା ବିକାଶ ଓ ବିଭିନ୍ନ କ୍ଷେତ୍ର ରେ ତାଲିମ ନେଇ କର୍ମସଂସ୍ଥାନ ତଥା ଆତ୍ମ ନିଯୁକ୍ତି ପାଇପାରିବେ ଏବଂ ଅଧ୍ୟାପକ ଅଧ୍ୟାପିକା ଙ୍କ ମାନସିକ ବିକାଶ  ସହିତ ସିବିଏସଇ ପାଠ୍ୟକ୍ରମ ରେ କିପରି  ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦିଆଯାଇପାରିବ ଆଦି ବିଷୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି ।

- Advertisement -

ଅଧକ୍ଷ ଡ଼କ୍ଟର ବସନ୍ତ କୁମାର ନାଏକଙ୍କ ନେତୃତ୍ୱରେ ଅଧ୍ୟାପକ ଭବାନୀ ସିଂହ, ଡ଼କ୍ଟର ନିବେଦିତା ନାଥ, ଅଧ୍ୟାପିକା ନମ୍ରତା ପ୍ରଧାନ, ଅଧ୍ୟାପିକା ଚାନ୍ଦିନୀ ପୂଜାରୀ ଅଧ୍ୟାପିକା ଗାୟତ୍ରୀ ପଟେଲ ସହ ଯୁକ୍ତ ତିନି କଳା ବିଜ୍ଞାନର ୩୨ଜଣ ଛାତ୍ର ଛାତ୍ରୀ ଉକ୍ତ ସଂସ୍ଥାମାନଙ୍କୁ  ପରିଦର୍ଶନରେ ଯାଇ ଦକ୍ଷତା ବିକାଶ ଉପରେ ଦୁଇ ଦିନ ଧରି ତାଲିମ ନେଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories