www.samajalive.in
Monday, December 15, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ସମ୍ବଲପୁରରେ ବସ୍‌‌ ଧକ୍କାରେ ନାବାଳକ ମୃତ୍ୟୁ ଘଟଣା..

ଘଟଣା ସ୍ଥଳରେ ପୁଣି ଉତ୍ତେଜନା..

- Advertisement -

ସ୍ଥାନୀୟ ଲୋକଙ୍କ ରାସ୍ତାରୋକ..

ସନ୍ଧ୍ୟା ୬ଟା ପରେ ଗାଡି ଚଳାଚଳ ବନ୍ଦ ଓ ୫୦ ଲକ୍ଷ କ୍ଷତିପୂରଣ ଦାବି..

ଦଶପଲ୍ଲା : ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ ମରଣାନ୍ତକ ଆକ୍ରମଣରେ ନାବାଳିକା ଗୁରୁତର..

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ..

ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ..

ମୟୁରଭଞ୍ଜ ବାଙ୍ଗିରିପୋଷି ଘାଟିରେ କଣ୍ଟେନର-ତେଲ ଟ୍ୟାଙ୍କର ଦୁର୍ଘଟଣା ..

ଚାଳକ ଜୀବନ୍ତ ଦଗ୍ଧ..

କାମାକ୍ଷାନଗର : ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ ..୪୦ ଆହତ..

୫ ଗୁରୁତର ବସ୍‌‌ ସହ ଧକ୍କା ହେଲା ହାଇୱା, ଟ୍ରକ୍‌‌..

ମନମୁଣ୍ଡା ଥାନାର ଏଏସ୍‌ଆଇ କୁମୁଦ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ..

କଂଗ୍ରେସରେ ସାମିଲ ହେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା..

ଓଡିଶାରେ କରୋନାର ନୂଆ ଭାରିଆଣ୍ଟ ଜେଏନ.୧ ; ୨ ଆକ୍ରାନ୍ତ ଚିହ୍ନଟ..

ଇରାନରେ ବୋମା ବିସ୍ଫୋରଣ, ୧୦୩ ମୃତ..

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories