www.samajalive.in
Sunday, December 7, 2025
15.1 C
Bhubaneswar

ଦିନ ୧୧ଟା ମୁଖ୍ୟ ସମ୍ବାଦ

(୧) ଆଜି ବସିବ ରାଜ୍ୟ କ୍ୟାବିନେଟ
– ବର୍ଷ ଶେଷରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କେମିତି କଟିବ ଆଜି – ଶନିବାର ରାଶିଫଳ


(୨) କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କଲେ ଭାରତ ସରକାର
– ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଆତଙ୍କବାଦୀ ଘୋଷଣା

୩୧ ଡିସେମ୍ବର, ୧୯୩୩ ପୁରୁଣା ଦିନରେ ସମାଜରେ ପ୍ରକାଶିତ ଖବର

- Advertisement -


(୩) ଆଜି ପୁର୍ନବିକଶିତ ଅଯୋଧ୍ୟା ଧ୍ୟାମ ଷ୍ଟେସନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ଅମୃତ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ କରିବେ


(୪) ପଦମପୁର ଲାଗି ନୂଆ ଅତିରିକ୍ତ ଜିଲ୍ଲାପାଳ ପଦବୀ ମଞ୍ଜୁର
– କୁନାଲ ମୋତିରାମ ଚୌହାନ ହେଲେ ପଦମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ

ବ୍ରିଜଭୂଷଣଙ୍କ ବାସଭବନରୁ ସ୍ଥାନାନ୍ତର ହେଲା ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟାଳୟ


(୫) ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ
– ୨୦୨୪ ନିର୍ବାଚନ ନେଇ ହେବ ଆଲୋଚନା
(୬) ରାଜ୍ୟରେ ବଢୁଛି କରୋନା
– ଅମ୍ଳଜାନ ଯୁକ୍ତ ଶଯ୍ୟା ସହ ପ୍ରସ୍ତୁତ ରହିବାକୁ ସମସ୍ତ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ

ବିତ୍ତୀୟ ନିଅଣ୍ଟ ୫୦.୭%କୁ ହ୍ରାସ


(୭) ପୁରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ
– କଳା ପତାକା ଦେଖାଇ ବିରୋଧ କଲା ଜିଲ୍ଲା କଂଗ୍ରେସ
– ୫ କର୍ମୀ ଅଟକ

ଆଜି ଅଯୋଧ୍ୟା ଧାମ ଜଙ୍କସନ ଓ ଅମୃତ ଭାରତ ଟ୍ରେନର ଲୋକାର୍ପଣ


(୮) ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ମନୋରମା ମହାନ୍ତି
– ପୂର୍ବତନ ନିର୍ଦ୍ଦେଶକ ଏଚ୍ଆର୍‌ ବିଶ୍ବାସଙ୍କ କୋଲକାତା ପାଣିପାଗ କେନ୍ଦ୍ରକୁ ବଦଳି

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ


(୯) ଆସନ୍ତାକାଲି ଅବସର ଗ୍ରହଣ କରିବେ ପୁଲିସ ଡିଜି ସୁନୀଲ୍ ବଂଶଲ
– ଆଜି ଘୋଷଣା ହୋଇପାରେ ନୂଆ ଡିଜିପିଙ୍କ ନାମ

ଶନିବାର ଗୁଲାବ ଜାମୁନ ସେବନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories