www.samajalive.in
Saturday, December 13, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସୁନ୍ଦରଗଡ଼: ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ.. ସଦର ଥାନା ତେଲେନଡିହିରେ ଦୁର୍ଘଟଣା..

ମହାରାଷ୍ଟ୍ର ନାଗପୁରରେ ଏକ ସୌର ଶିଳ୍ପରେ ବିସ୍ଫୋରଣ.. ୯ ମୃତ..

- Advertisement -

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ.. ୧୧୬ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌..

ଶ୍ରୀକାନ୍ତ ତରେଇ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ସଭାପତି ନିଯୁକ୍ତ..

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ୮୩ ବର୍ଷ ବୟସରେ ପରଲୋକ ସୂଚନା.. ସେ ରାଜ୍ୟ ମାନବାଧିକାର ଆୟୋଗର ପ୍ରଥମ ସଦସ୍ୟ ଥିଲେ..

ଆତଙ୍କବାଦୀ ବୁଖାରୀ ଘଟଣାରେ ତଦନ୍ତରେ ସହଯୋଗ କରିବ ଏନଆଇଏ..

ଛତିଶଗଡ଼ ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ.. ଜଣେ ସିଆରପିଏଫ ଯବାନ ସହିଦ..

ଆଇସିୟୁରୁ ବାହାରକୁ ଆସିଲା ସମ୍ବଲପୁର ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା.. ସ୍ୱାସ୍ଥ୍ୟାବସ୍ଥା ସ୍ଥିର..

୧୦ ଡିଗ୍ରୀ ତଳେ ରାଜ୍ୟର ୬ ସହର.. ଶିମିଳିପାଳର ୟୁବିକେ ଅଞ୍ଚଳରେ ତାପମାତ୍ରା ୧ ଡିଗ୍ରୀ.. ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ..

ସାଲେପୁର ଜଗତପୁର ପୂର୍ବକଚ୍ଛ ଗାଁ ଚନ୍ଦନପୋଖରୀ ହୁଡ଼ାରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାବାଳକର ଗଳାକଟା ମୃତଦେହ ଉଦ୍ଧାର.. କାଲି ରାତିରୁ ନିଖୋଜ ଥିଲା ନାବାଳକ..

ରାଉରକେଲା ସହରରେ ଝାଡ଼ାବାନ୍ତିରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି.. ୧୧୬ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି..

ପୁଣି ଚିନ୍ତା ବଢାଇଲା କରୋନା.. କେରଳରେ ଚିହ୍ନଟ ହେଲା କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN-1.. ୭୯ ବର୍ଷୀୟା ମହିଳାଙ୍କ ନମୁନା ପଜିଟିଭ୍‌..

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories