www.samajalive.in
Saturday, December 13, 2025
26.1 C
Bhubaneswar

ଫଟା ଗୋଇଠିରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଶୀତଦିନେ ଅନେକ ଲୋକଙ୍କର ଗୋଇଠି ଫାଟିଥାଏ । ଫଟା ଗୋଇଠି ଖରାପ ଦେଖାଯାଇଥାଏ । ଏହା ସହ କିଛି ଲୋକଙ୍କର ଫଟା ଗୋଇଠିରୁ ରକ୍ତ ମଧ୍ୟ ବାହାରିଥାଏ । ଏହା ଦ୍ବାରା ସେମାନେ ଚାଲିବାରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୁଏ । ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ……

ନିୟମିତ ଗ୍ଲିସରୀନ ଲଗାନ୍ତୁ: ଫଟା ଗୋଇଠି ପାଇଁ ଗ୍ଲିସରୀନ କୌଣସି ବରଦାନଠାରୁ କମ୍ ନୁହେଁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ଏହାକୁ ଲଗାଇ ଶୁଅନ୍ତୁ । ଏପରି କିଛି ଦିନ କରିବା ପରେ ଫଟା ଗୋଇଠି ଠିକ୍ ହୋଇଯିବ ।

- Advertisement -

ନଡିଆ ତେଲ: ଫଟା ଗୋଇଠି ପାଇଁ ନଡିଆ ତେଲ ହେଉଛି ଏକ ଉତ୍ତମ ଘରୋଇ ଉପଚାର । ଏହା ଦ୍ବାରା ଗୋଇଠି କୋମଳ ରହିବା ସହ ଫଙ୍ଗସ ଭଳି ବେକ୍ଟିରିୟା ସଂକ୍ରମଣରୁ ମଧ୍ୟ ରକ୍ଷା କରେ ।

ସ୍କ୍ରବିଙ୍ଗ: ଫଟା ଗୋଇଠିକୁ ନିୟମିତ ବ୍ୟବଧାନରେ ସ୍କ୍ରବିଙ୍ଗ କରିବା ଉଚିତ୍ । ଏହା ଦ୍ବାରା ମୃତ କୋଷିକା ବାହାରିଯାଏ । ହେଲେ ସ୍କ୍ରବିଙ୍ଗ ପୂର୍ବରୁ କିଛି ସମୟ ଉଷୁମ ପାଣିରେ ପାଦ ବୁଡାଇ ରଖନ୍ତୁ ଏବଂ ପରେ ସ୍କ୍ରବିଙ୍ଗ କରନ୍ତୁ । ଏହା ଦ୍ବାରା ପାଦ କୋମଳ ରହିବା ସହ ଗୋଇଠି ଫଟା ଭଳି ସମସ୍ୟା ସୃଷ୍ଟି ହୋଇନଥାଏ ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories