www.samajalive.in
Monday, December 15, 2025
27.1 C
Bhubaneswar

ମାର୍ଗଶୀର : କେଉଁ ରାଶି କ’ଣ କରିବେ ଦାନ..

ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀ ପରଦିନ ଅମାବାସ୍ୟା ପଡିଥାଏ। ଚଳିତ ବର୍ଷ ଡିସେମ୍ବର ୧୨ରେ ମାର୍ଗଶୀର ଅମାବାସ୍ୟା। ଧାର୍ମିକ ମାନ୍ୟତା ଅନୁଯାୟୀ, ଅମାବାସ୍ୟା ତିଥିରେ ଦାନ,ପୁଣ୍ୟ,ପୂଜା କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ରାଶି ଅନୁଯାୟୀ କେଉଁ ଜିନିଷ ଦାନ କରିବେ..
ମେଷ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ମାର୍ଗଶୀର ଅମାବାସ୍ୟାରେ ଅସହାୟଙ୍କୁ ଖାଦ୍ୟ ଓ ଗୁଡ ଦାନ କରନ୍ତୁ।
ବୃଷଭ ରାଶିର ବ୍ୟକ୍ତି ବିଶେଷ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ।
ମିଥୁନ ରାଶିର ବ୍ୟକ୍ତି ବିଶେଷ ଧନ ଦାନ କରନ୍ତୁ।
କର୍କଟ ରାଶିର ବ୍ୟକ୍ତି ବିଶେଷ ଚାଉଳ, ଚିନି ଓ କ୍ଷୀର ଦାନ କରନ୍ତୁ।
ସିଂହ ରାଶିର ବ୍ୟକ୍ତି ବିଶେଷ କନ୍ଦମୂଳ, ମହୁ, ଗୁଡ ଦାନ କରନ୍ତୁ।
କନ୍ୟା ରାଶିର ବ୍ୟକ୍ତି ବିଶେଷ ଅସହାୟଙ୍କୁ ସବୁଜ ପନିପରିବା ଦାନ କରନ୍ତୁ।
ତୁଳା ରାଶିର ବ୍ୟକ୍ତି ବିଶେଷ ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ।
ଧନୁ ରାଶିର ବ୍ୟକ୍ତି ବିଶେଷ କ୍ଷୀର ଦାନ କରନ୍ତୁ।
ମକର ରାଶିର ବ୍ୟକ୍ତି ବିଶେଷ ରାଶି ଲଡୁ ଦାନ କରନ୍ତୁ।
କୁମ୍ଭ ରାଶିର ବ୍ୟକ୍ତି ବିଶେଷ କମ୍ବଳ, ବିରି ଡାଲି ଓ ରାଶି ଦାନ କରନ୍ତୁ।
ମୀନ ରାଶିର ବ୍ୟକ୍ତି ବିଶେଷ ବୁଟ ଡାଲି, ବେସନ, କଦଳୀ ଦାନ କରନ୍ତୁ।

 

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories