www.samajalive.in
Monday, December 8, 2025
20.1 C
Bhubaneswar

ଟାଟା ଏସିରେ ଚୋରା କାଠ ଚାଲଣ ବେଳେ ଜବତ

ମ.ରାମପୁର -କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଗୌଡ଼କେଲା ଗାଁ ନିକଟରେ ଏକ ଟାଟା ଏସିରେ ଚୋରା କାଠ ଚାଲାଣ ବେଳେ ବନ ବିଭାଗ ଏହାକୁ ଜବତ କରିଛି । ଗାଡ଼ି ନଂ ଓଆର ୦୩ଏଫ୦୨୫୯ ରେ ବଲାଙ୍ଗୀର ଜିଲ୍ଲା କୁ ଚୋରା ସାଇଜ କାଠ ଚାଲାଣ ବେଳେ ହେଉଥିଲା । ଖବର ପାଇ ମ.ରାମପୁର ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗାଡି ରେ ଥିବା ୬୦ଖଣ୍ଡ ସାଇଜ କାଠ ଜବତ କରାଯାଇଛି ।

ଏଥିରେ ସଂପୃକ୍ତ ୨ଜଣ କୁ ଗିରଫ କରାଯାଇଛି । ଗିରଫ ୨ଜଣ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅର୍ନ୍ତଗତ କଛାରପାଲି ଗାଁ ର ସୌନ୍ଦର୍ଯ୍ୟ ନନ୍ଦ ଓ କୃଷ୍ଣ ଚନ୍ଦ୍ର ନନ୍ଦ ବୋଲି ଜଣାପଡ଼ିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories