www.samajalive.in
Monday, December 15, 2025
17.1 C
Bhubaneswar

ଏବେ ବଜାରରେ ମିଳିବ ସରକାରୀ ଭାରତ ଅଟା- ଦାମ ରହିଛି ଏତିକି

ନୂଆଦିଲ୍ଲୀ – ବଜାରରେ ଏବେ ଅଟା କିଲୋ ତିରିଶ ଟଙ୍କାରୁ ଅଧିକ । ବ୍ରାଣ୍ଡେଡ୍‌ ଅଟା ଏବଂ କିଲୋ ପ୍ରତି ୪୦ରୁ ୫୦ ଟଙ୍କା । ସରକାରଙ୍କୁ ପକ୍ଷରୁ ଏବେ ବଜାରରେ ଭାରତ ଅଟାର ୧୦ କିଲୋ ପ୍ୟାକେଟ୍‌ ଉପଲବ୍ଧ ହେବ । ଏହାର ଦାମ ପ୍ରତି ୧୦ କିଲୋ ପ୍ୟାକେଟ୍‌ ୨୭୫ ଟଙ୍କା ରହିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ରୀୟ ଉପଭୋକ୍ତା ମାମଲାର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରତିକିଲୋ ଏହାର ଦାମ ୨୭.୫୦ ଟଙ୍କା ରହିବ । ଏହି ଅଟା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରାକାରଙ୍କ ପକ୍ଷରୁ ଅଢେଇ ଲକ୍ଷ ଟନ୍‌ ଗହମ ଯୋଗାଇ ଦିଆଯାଇଛି ।

- Advertisement -

ଏହା ପୂର୍ବରୁ ସରକାଙ୍କ ପକ୍ଷରୁ ଭାରତ ଡାଲ୍‌ ନାମକ ଶସ୍ତା ଚଣା ଡାଲି ବିକ୍ରି କରାଯାଉଛି । ଏହାର ଏକ କିଲୋ ପ୍ୟାକେଟ୍‌ ମିଳୁଥିବା ବେଳେ , କିଲୋପ୍ରତି ଏହାର ଦାମ ୬୦ ଟଙ୍କା ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories