www.samajalive.in
Sunday, December 14, 2025
26.1 C
Bhubaneswar

ସ୍ମାର୍ଟ ଫୋନ୍‌ରେ ରିଷ୍ଟାର୍ଟ ଏବଂ ରିବୁଟ୍‌ ମଧ୍ୟରେ ଫରକ ଜାଣନ୍ତୁ

ନୂଆଦିଲ୍ଲୀ – ଅନେକ ସ୍ମାର୍ଟ ଫୋନ୍‌ ବ୍ୟବହାର କରିନ୍ତି । ଏଥିରେ ରିଷ୍ଟାର୍ଟ ଏବଂ ରି ବୁଟ୍‌ର ଅପସନ୍‌ ଥାଏ । ସମସ୍ତେ ପ୍ରାୟ ଏହାର ଫରକ ଜାଣନ୍ତି ନାହିଁ । କେହି କେହି ଏହା ଗୋଟିଏ ଜିନିଷ ବୋଲି ଭାବନ୍ତି ।

ଫୋନ୍ ହ୍ୟାଙ୍ଗ ହେଲେ କିମ୍ବା କୌଣସି ସମସ୍ୟା ଦେଖା ଦେଲେ ଏହାକୁ ରିଷ୍ଟାର୍ଟ କର ବୋଲି କୁହାଯାଇଥାଏ । ସ୍ମାର୍ଟଫୋନ୍‌ର ରିଷ୍ଟାର୍ଟ ଏବଂ ରିବୁଟ୍‌ ମଧ୍ୟରେ ଫରକ ଅଛି । ରିବୁଟ୍‌ କଲେ କୌଣସି ସ୍ମାର୍ଟଫୋନ୍‌ର ହାର୍ଡଓ୍ୱାୟାର ନନ୍‌ଫଙ୍କସନାଲ୍‌ ଷ୍ଟେଟ୍‌ରୁ ଫଙ୍କସନାଲ୍‌ ଷ୍ଟେଟ୍‌କୁ ଆସିଥାଏ ।ଏହା କଲେ ଫୋନ୍‌ ଏହାର ପୁରୁଣା ସେଟିଂକୁ ଚାଲିଯାଇଥାଏ । ଏବେ ଛୋଟ ମୋଟ ସମସ୍ୟ ଥିଲେ ଏହା ଠିକ୍‌ ହୋଇଯାଏ ।

- Advertisement -

ସ୍ମାର୍ଟଫୋନ୍ ରିଷ୍ଟାର୍ଟ କଲେ ଏହା ପାଓ୍ୱାର ଅଫ୍‌ ଏବଂ ଅନ୍‌ ସହ ପ୍ରାୟ ଏକା । ଏହାର ଅର୍ଥ ପୁନର୍ବାର ସ୍ୱୀଚ ଅନ୍‌ କରିବା । ଏଥିପାଇଁ ରିବୁଟ୍‌ ଏବଂ ରିଷ୍ଟାର୍ଟ ମଧ୍ୟରେ ଅନେକ ତଫାତ୍‌ ରହିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories