ସ୍ମାର୍ଟ ଫୋନ୍‌ରେ ରିଷ୍ଟାର୍ଟ ଏବଂ ରିବୁଟ୍‌ ମଧ୍ୟରେ ଫରକ ଜାଣନ୍ତୁ

ନୂଆଦିଲ୍ଲୀ – ଅନେକ ସ୍ମାର୍ଟ ଫୋନ୍‌ ବ୍ୟବହାର କରିନ୍ତି । ଏଥିରେ ରିଷ୍ଟାର୍ଟ ଏବଂ ରି ବୁଟ୍‌ର ଅପସନ୍‌ ଥାଏ । ସମସ୍ତେ ପ୍ରାୟ ଏହାର ଫରକ ଜାଣନ୍ତି ନାହିଁ । କେହି କେହି ଏହା ଗୋଟିଏ ଜିନିଷ ବୋଲି ଭାବନ୍ତି ।

prayash

ଫୋନ୍ ହ୍ୟାଙ୍ଗ ହେଲେ କିମ୍ବା କୌଣସି ସମସ୍ୟା ଦେଖା ଦେଲେ ଏହାକୁ ରିଷ୍ଟାର୍ଟ କର ବୋଲି କୁହାଯାଇଥାଏ । ସ୍ମାର୍ଟଫୋନ୍‌ର ରିଷ୍ଟାର୍ଟ ଏବଂ ରିବୁଟ୍‌ ମଧ୍ୟରେ ଫରକ ଅଛି । ରିବୁଟ୍‌ କଲେ କୌଣସି ସ୍ମାର୍ଟଫୋନ୍‌ର ହାର୍ଡଓ୍ୱାୟାର ନନ୍‌ଫଙ୍କସନାଲ୍‌ ଷ୍ଟେଟ୍‌ରୁ ଫଙ୍କସନାଲ୍‌ ଷ୍ଟେଟ୍‌କୁ ଆସିଥାଏ ।ଏହା କଲେ ଫୋନ୍‌ ଏହାର ପୁରୁଣା ସେଟିଂକୁ ଚାଲିଯାଇଥାଏ । ଏବେ ଛୋଟ ମୋଟ ସମସ୍ୟ ଥିଲେ ଏହା ଠିକ୍‌ ହୋଇଯାଏ ।

ସ୍ମାର୍ଟଫୋନ୍ ରିଷ୍ଟାର୍ଟ କଲେ ଏହା ପାଓ୍ୱାର ଅଫ୍‌ ଏବଂ ଅନ୍‌ ସହ ପ୍ରାୟ ଏକା । ଏହାର ଅର୍ଥ ପୁନର୍ବାର ସ୍ୱୀଚ ଅନ୍‌ କରିବା । ଏଥିପାଇଁ ରିବୁଟ୍‌ ଏବଂ ରିଷ୍ଟାର୍ଟ ମଧ୍ୟରେ ଅନେକ ତଫାତ୍‌ ରହିଛି ।

Comments are closed.