www.samajalive.in
Sunday, December 14, 2025
19.1 C
Bhubaneswar

ହଜିଗଲା ମାନବିକତା ; ଗରିବ ବୃଦ୍ଧାଙ୍କୁ ନକଲି ନୋଟ ଦେଇ ଠକିଦେଲେ 

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ସବୁଆଡ଼େ ପାର୍ବଣର ମାହୋଲ ଭଳିକି ଭଳି ଦୋକାନ ବଜାର ପସରା ମେଲିଛି । ତନ୍ମଧ୍ୟରୁ ଜଣେ ବୃଦ୍ଧା ଲଡୁଗାଁ ଦୂର୍ଗା ମଣ୍ଡପ ଠାରେ ପେଟ ପାଟଣା  ପାଇଁ  ଚଣା ବାଦାମ ବିକ୍ରି କରୁଥାନ୍ତି । କିଛି ଅସାମାଜିକ ଯୁବକ ଆସି ବୃଦ୍ଧାଙ୍କ ପାଖରୁ କୋଡ଼ିଏ ଟଙ୍କାର ବାଦାମ କିଣି ଶହେ ଟଙ୍କିକିଆ ନୋଟ ଧରେଇ ଦେଇ ବାକି ଅଶି ଟଙ୍କା ଖୁଚୁରା ନେଇ ଚାଲିଗଲେ। ଏଭଳି ଲଗାତାର ଭାବେ ଦୁଇଥର ହେବାପରେ ବୃଦ୍ଧା ସନ୍ଦେହ କରି ସାମ୍ନାରେ ବସିଥିବା କିଛି ଲୋକଙ୍କୁ ନୋଟ ଦେଖେଇ ପଚାରି ବୁଝିବା ପରେ ତାହା ନକଲି ନୋଟ ବୋଲି ଜଣା ପହିଥିଲା। ଏହାପରେ ବୃଦ୍ଧା ଜଣକ  ଭାଙ୍ଗିପଡ଼ି କାନ୍ଦିବାକୁ ଲାଗିଥିଲେ। ବଦ୍ ଖର୍ଚ୍ଚିଙ୍କ ପାଇଁ ଦି ଶହ ଟଙ୍କାର ମୂଲ୍ୟ କିଛି ହେଇନ ପାରେ କିନ୍ତୁ ସେ ବୃଦ୍ଧାଙ୍କ ପାଇଁ ତାହା ଅମୂଲମୂଲ, ବାଦାମ ବିକ୍ରି କରିବା ତାଙ୍କ ପରିବାର ପ୍ରତିପୋଷଣ  କରିବାର ଏକମାତ୍ର ରୋଜଗାର ପନ୍ଥା । ଆଜିବି ଏଭଳି ମାନସିକତା ରଖୁଥିବା ଅସାମାଜିକ ମାନଙ୍କୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories