www.samajalive.in
Friday, December 12, 2025
15.1 C
Bhubaneswar

ରାଶି ଅନୁଯାୟୀ ମହିଳାଙ୍କ ପାଇଁ ଗହଣା

ମହିଳାମାନଙ୍କୁ ଅଳଙ୍କାର ପିନ୍ଧିବା ଅନେକ ପସନ୍ଦ। ମହିଳାମାନଙ୍କ ସମସ୍ତ ସଉକକୁ ପୂରଣ କରିବା ପାଇଁ ବଜାରରେ ଅନେକ ପ୍ରକାର ଗହଣା ଉପଲବ୍ଧ। ଝିଅ ଓ ମହିଳାମାନେ ନିଜର ପସନ୍ଦ ହିସାବରେ ଗହଣା କିଣିଥାଆନ୍ତି। ରାଶି ଅନୁସାରେ ଗହଣା ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ମେଷ : ଏହି ରାଶିର ମହିଳାମାନେ ଝୁମୁକା କାନ ଫୁଲ ପିନ୍ଧିବା ଉଚିତ। ଯେକୌଣସି କାର୍ୟ୍ୟ ନିମନ୍ତେ ଲାଲ ରଙ୍ଗର ଗହଣା ପିନ୍ଧିବା ଦ୍ବାରା ଶୁଭ ଫଳ ମିଳିଥାଏ।
ବୃଷ : ଏହି ରାଶିର ମହିଳାମାନେ ହାର ଓ ଲକେଟ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ।
ମିଥୁନ : ମିଥୁନ ରାଶିର ମହିଳାମାନେ ଭିନ୍ନ ଭିନ୍ନ ଡିଜାଇନର ଗହଣା ପିନ୍ଧି ପାରିବେ।କର୍କଟ : ଏହି ରାଶିର ମହିଳାମାନେ ପୁରୁଣା ଡିଜାଇନର ଗହଣା ପିନ୍ଧିବାକୁ କୁହାଯାଇଛି।
ସିଂହ : ଏହି ରାଶିର ମହିଳାମାନେ ଆକର୍ଷଣୀୟ ଦେଖା ଯାଉଥିବା ଗହଣା ପିନ୍ଧିବା ଶୁଭ ଅଟେ।
କନ୍ୟା : କନ୍ୟା ରାଶିର ମହିଳାମାନେ ସୁନ୍ଦର ଚୁଡି ଓ କଡା ପିନ୍ଧି ପାରିବେ।ତୁଳା : ତୁଳା ରାଶିର ମହିଳାମାନେ ବ୍ରେସଲେଟ ପିନ୍ଧିବା ଆବଶ୍ୟକ।
ବିଛା : ପୁରୁଣା ଚିହ୍ନ ଥିବା ମୁଦି ହାତ କରିବା ଏହି ରାଶିର ମହିଳାଙ୍କ ପକ୍ଷେ ଅତ୍ୟନ୍ତ ଶୁଭ ଅଟେ।
ଧନୁ : ଏହି ରାଶିର ମହିଳାମାନେ ଆକର୍ଷଣୀୟ କାନ ଫୁଲ ପିନ୍ଧିବା ଶୁଭ ଅଟେ।ମକର : ମକର ରାଶିର ମହିଳାମାନେ ଦାମୀ ରତ୍ନ ଧାରଣା କରିବା ଶୁଭ ହୋଇଥାଏ।
କୁମ୍ଭ : ଏହି ରାଶିର ମହିଳାମାନେ କାନ ଫୁଲ ପିନ୍ଧିବା ଶୁଭ ଅଟେ।
ମୀନ : ମୀନ ରାଶିର ମହିଳାମାନେ ପାଉଁଜି ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories