www.samajalive.in
Saturday, December 6, 2025
23.1 C
Bhubaneswar

ବାସ୍ତୁଶାସ୍ତ୍ର ଅନୁସାରେ, ରଙ୍ଗୀନ ମାଛ ଦ୍ବାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ

ଘରେ ରଙ୍ଗୀନ ମାଛ ରଖିବା ଦ୍ବାରା ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ଏହାସହ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଆକ୍ବାରିୟମରେ ରଙ୍ଗୀନ ମାଛ ରଖିବା ଦ୍ବାରା ଘରେ ଧନ ସମ୍ପତ୍ତିର ଅଭାବ ରହିନଥାଏ। ବାସ୍ତୁଶାସ୍ତ୍ରରେ ଆକ୍ବାରିୟମ ରଖିବାର ଅନେକ ସଠିକ ଦିଗ ବର୍ଣ୍ଣନା କରାଯାଇଛି। ଏହାଦ୍ବାରା ଘରେ ସୁଖଶାନ୍ତିର ପରିବେଶ ରହିଥାଏ।

ବାସ୍ତୁଶାସ୍ତ୍ରରେ ପାଣି ପ୍ରବାହ ଯୋଗୁଁ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଆକ୍ବାରିୟମ ମଧ୍ୟରେ ପାଣି ପ୍ରବାହ ଯୋଗୁଁ ଧନ ସମ୍ପତ୍ତି ବୃଦ୍ଧି ଓ ସୁରକ୍ଷିତ ହୋଇଥାଏ।

- Advertisement -

ଘରର ଦକ୍ଷିଣ-ପୂର୍ବ ଦିଗରେ ଆକ୍ବାରିୟମ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହାଦ୍ବାରା ଘରେ ସର୍ବଦା ସୁଖଶାନ୍ତି ତିଷ୍ଠି ରହିଥାଏ।

ଏହାସହ ଘରର ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ ମଧ୍ୟ ଆକ୍ବାରିୟମ ରଖିପାରିବେ। ଉତ୍ତର ଦିଗରେ ଆକ୍ବାରିୟମ ରଖିବା ଦ୍ବାରା ଆର୍ଥିକ ସ୍ଥିତି ସଠିକ ରହିବା ସହ ଉନ୍ନତି ହୋଇଥାଏ।

ଫେଙ୍ଗସୁଇ ଅନୁସାରେ, ଆକ୍ବାରିୟମ ମଧ୍ୟରେ ଗୋଟିଏ କଳା ରଙ୍ଗର ମାଛ ଓ ଅନ୍ୟାନ୍ୟ ୮ରୁ୯ଟି ମାଛ ରଖିବା ଉଚିତ। ସୁନେଲୀ ରଙ୍ଗର ମାଛ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories