www.samajalive.in
Wednesday, December 10, 2025
15.1 C
Bhubaneswar

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ଡେସ୍କ: ରସାୟନ ବିଜ୍ଞାନ ପାଇଁ ଆଜି ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ନୋବେଲ କମିଟି ପକ୍ଷରୁ ୩ ଜଣ ବୈଜ୍ଞାନିକଙ୍କ ମିଳିତ ଭାବେ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ରସାୟନ ବିଜ୍ଞାନ ପାଇଁ ନୋବେଲ ପାଇଁ ମନୋନୀତ ହୋଇଥିବା ୩ ଜଣ ବୈଜ୍ଞାନିକ ହେଉଛନ୍ତି ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍‌ ଓ ଆଲେକ୍ସି ଏଲ୍ ଏକିମୋଭ୍‌।

କ୍ୱାଣ୍ଟମ୍ ବିନ୍ଦୁ ଆବିଷ୍କାର ଏବଂ ଏହାର ବିକାଶ ପାଇଁ ଏହି ୩ ଜଣ ରସାୟନ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। କ୍ୱାଣ୍ଟମ୍ ବିନ୍ଦୁ ଥିବା କ୍ଷୁଦ୍ର କଣିକାଗୁଡ଼ିକର ବ୍ୟବହାର ଟେଲିଭିଜନ୍ ପରଦା ଏବଂ ଏଲଇଡି ଲ୍ୟାମ୍ପରେ ହୋଇଥାଏ ଯାହା ଆଲୋକ ବିସ୍ତାର କରିଥାଏ। ଏହା ଟ୍ୟୁମର ଟିସୁକୁ ଆଲୋକିତ କରିବା କ୍ଷମତା ରଖିଥାଏ।

- Advertisement -

ଏକିମୋଭ ଏବଂ ବୃସ୍ କ୍ୱାଣ୍ଟମ୍ ବିନ୍ଦୁ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଏବଂ ବାୱେଣ୍ଡି ଏହାର ରାସାୟନିକ ଉତ୍ପାଦନରେ ନୂତନତା ଆଣିଥିଲେ। କ୍ୱାଣ୍ଟମ୍ ବିନ୍ଦୁ କ୍ୟୁଲେଡ ଟେକ୍ନୋଲୋଜି ଉପରେ ଆଧାର କରି କମ୍ପ୍ୟୁଟର ମନିଟର ଏବଂ ଟେଲିଭିଜନ୍ ସ୍କ୍ରିନ୍କୁରେ ବ୍ୟବହାର ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories