www.samajalive.in
Sunday, December 7, 2025
18.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ଦୈନିକ ଖବରକାଗଜ ‘ସମାଜର’ ୧୦୪ ତମ ପ୍ରତିଷ୍ଠା ଦିବସ..

ସିକ୍କିମ୍‌‌ରେ ହଠାତ୍‌‌ ମାଡି ଆସିଲା ବନ୍ୟା ; ୨୩ ଯବାନ ନିଖୋଜ..

- Advertisement -

ଏସୀୟ କ୍ରୀଡାରେ ଭାରତକୁ ଆଉ ୨ ବ୍ରୋଞ୍ଜ..

ସ୍କ୍ୱାସ ଓ ବକ୍ସିଂରେ ଭାରତକୁ ବ୍ରୋଞ୍ଜ ପଦକ.. ୧୬ ସ୍ୱର୍ଣ୍ଣ,୨୬ ରୌପ୍ୟ,୩୧ ବ୍ରୋଞ୍ଜ ସହ ମୋଟ ୭୩ ପଦକ..

ଖଲିକୋଟ : କେନାଲ କଡ ରାସ୍ତାରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର..

ମୃତକ ସ୍ଥାନୀୟ ସାନଉସ୍ତାପଡା ପଞ୍ଚାୟତର ଜିଆରଏସ..

ସୁଶୀଲ ମହାନ୍ତି ହୋଇଥିବା ନେଇ ସୂଚନା..

କେହି ହତ୍ୟା କରିଥିବା ସନ୍ଦେହ.. ପୁଲିସ ତଦନ୍ତ ଆରମ୍ଭ..

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୨୦ ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ଚିହ୍ନଟ.. ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା..

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ..

ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଗୋଷ୍ଠୀର ଜବରଦସ୍ତ ବିଜୟ..

କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ୍‌‌ ଟାଇଫସ୍‌‌ରେ ଆକ୍ରାନ୍ତ..

ଏସୀୟ କ୍ରୀଡା ହକି.. ଫାଇନାଲରେ ଭାରତ..

ବିଜେଡିର ରାଜ୍ୟସଭା ମୁଖ୍ୟ ସଚେତକ ନିଯୁକ୍ତ ହେଲେ ମାନସ ମଙ୍ଗରାଜ..

ସୁଲତା ଦେଓଙ୍କୁ ହଟାଇ ମାନସ ମଙ୍ଗରାଜଙ୍କୁ ଦାୟିତ୍ବ..

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories