ଡେସ୍କ: ସିକିମରେ ବାଦଲ ଫାଟ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟାରେ ଏ ପର୍ଯ୍ୟନ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଇତି ମଧ୍ୟରେ ଜାତୀୟ ବିପର୍ଯୟ ପରିଚାଳନା ଫୋର୍ସ – NDRFର କେତେକ ୟୁନିଟକୁ ବିଭିନ୍ନ ବିପଦସଂଙ୍କୁଳ ସ୍ଥାନଗୁଡିକରେ ମୁତୟନ କରାଯାଇଛି। ଗ୍ୟାଙ୍ଗଟକରେ ଏନଡିଆରଏଫର ଗୋଟିଏ ୟୁନିଟ ଓ ସିକିମରେ ୨ଟି ୟୁନିଟ ମୁତୟନ କରାଯାଇଛି।
Popular Categories



