www.samajalive.in
Monday, December 15, 2025
27.1 C
Bhubaneswar

ଚମତ୍କୃତ କରିଦେବା ପରି ଖବର- ଏବେ ଏହି ଯାନ୍ତ୍ରିକ ଆଖିରେ ଦେଖି ପାରିବେ ଦୃଷ୍ଟିହୀନ

ନୂଆଦିଲ୍ଲୀ – ଏକ ଅଭୁତପୂର୍ବ ଖବର । ଏବେ ଦୃଷ୍ଟିହୀନ ବ୍ୟକ୍ତିମାନେ ବି ଦେଖିପାରିବ। ବୈଷୟିକ ଜ୍ଞାନର ବିକାଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ବାୟୋନିକ ଆଖିରେ ଅନ୍ଧ ବା ଦୃଷ୍ଟିହୀନ ବ୍ୟକ୍ତିମାନେ ଦୁନିଆଁ ଦେଖିପାରିବେ ।

ବାୟୋନିକ ଆଖିର ନିର୍ମାଣ ପାଇଁ ବହୁ ଦିନ ପୂର୍ବରୁ ପ୍ରଚେଷ୍ଟା କରାଯାଉଥିଲା । ଏହାକୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ବହୁତ କଷ୍ଟ ସହିଛନ୍ତି । ଆଧୁନିକ ପ୍ରଦ୍ୟୌଗିକ ବିକାଶର ସର୍ବୋତ୍ତମ ପ୍ରମାଣ । ଏଥିରେ ମାଇକ୍ରୋ ଇଲୋକ୍ଟ୍ରୋନିକ୍ସ ଏବଂ ବାୟୋ ଇଂଜିନିୟରିଂଙ୍କୁ ମିଶ୍ରଣ କରାଯାଇଛି ।

- Advertisement -

ଏହା ଦୃଷ୍ଟିହୀନ ଦିବ୍ୟାଙ୍ଗଙ୍କ ମନରେ ନୂତନ ଆଶାର ସଞ୍ଚାର କରିଛି । ସେମାନେ ଦୁନିଆଁକୁ ସଠିକ୍‌ ଭାବେ ଦେଖିପାରିବେ । ଏହି ବାୟୋନିକ ଆଖିରେ କୃତ୍ରିମ ରେଟିନାର ଶକ୍ତି ରହିଛି । ଚକ୍ଷୁ ସମ୍ବନ୍ଧୀୟ ଚିକିତ୍ସା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ଉଦ୍ଭାବନ ।

ଯାନ୍ତ୍ରୀକ ବା ବାୟୋନିକ ଆଖିର ସଫଳ ପରୀକ୍ଷ ହୋଇ ସାରିଛି । ଏହାକୁ ବହୁମାତ୍ରରେ ଉତ୍ପାଦନ କରାଯିବା ପରେ ସମସ୍ତଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି ।

ଶନିଙ୍କର ଶୁଭଫଳ ପାଇଁ କଳାରଙ୍ଗର ଫଳ ,ପନିପରିବା କରନ୍ତୁ ସେବ

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories