ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ରମ୍ଭା ସହରରେ ଥିବା ରମ୍ଭା କ୍ରିକେଟ କ୍ଳବର ଦିବ୍ୟାଙ୍ଗ ଖେଳାଳୀ ପ୍ରଫୁଲ କୁମାର ତରାଇ ଓଡିଶା ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରାଜସ୍ଥାନର ଉଦୟପୁର ସହରରେ ଆସନ୍ତା ୨୮ ସେପ୍ଟେମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉକ୍ତ ଖେଳାଳୀଙ୍କୁ କ୍ରିକେଟ କିଟ ଓ ଗ୍ରସ୍ଥ ଖର୍ଚ୍ଚ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି।
Popular Categories



