www.samajalive.in
Sunday, December 14, 2025
19.1 C
Bhubaneswar

ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

ପାଟଣା/କାମାକ୍ଷାନଗର: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କାମାକ୍ଷାନଗର ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି କଳା ବ୍ୟାଜ ପିନ୍ଧି ନୀରବ ପ୍ରତିବାଦ ଜଣାଇଛନ୍ତି। ସେହିପରି ସାହାରପଡ଼ା ଆଦର୍ଶ ବିଦ୍ୟାଳୟ ଏବଂ ପାଟଣା ଆଦର୍ଶ ବିଦ୍ୟାଳୟ ଗୁଡିକରେ ସମାନ ପ୍ରକାରର ପ୍ରତିବାଦ ଦେଖିବାକୁ ମିଳିଛି। ବିଗତ ଦିନରେ ସଂଘ ତରଫରୁ ସରକାରଙ୍କ ଉଦ୍ଦେଶ୍ୟରେ ବାରମ୍ବାର ଦାବିପତ୍ର ଦିଆ ଯାଇଥିଲେ ମଧ୍ୟ ତାହା ଆଜି ପର୍ୟ୍ୟନ୍ତ ପୂରଣ ହୋଇପାରି ନାହିଁ।

ଏହି ଦାବିପତ୍ରରେ ଓଡ଼ିଶା ର ଅନ୍ୟାନ୍ୟ କର୍ମଚାରୀଙ୍କ ଭଳି ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏଚ୍.ଆର.ଏମ.ଏସ ଓ ଟ୍ରେଜେରି ଚାଲାଣ ମାଧ୍ୟମରେ ଦରମା ପ୍ରଦାନ ଏବଂ ଷ୍ଟେଟ କ୍ୟାଡ଼ର ରୁଲ ଲାଗୁ କରିବା ହେବା ଭଳି ବିଭିନ୍ନ ଦାବି ଉଲ୍ଲେଖ ରହିଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories