ପାତ୍ରପୁର: ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟ।ନ ସାମନ୍ତରା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୂର୍ୟ୍ୟ ବାବୁ ବହୁବାର ବିଧାୟକ ହୋଇଥିବା ବେଳେ ବାଚସ୍ପତି ଓ ମନ୍ତ୍ରୀ ଭାବେ ଦକ୍ଷତାର ସହିତ କାର୍ୟ୍ୟ କରିଥିଲେ। ସେ ଜଣେ ଶାନ୍ତ ସରଳ ବ୍ୟକ୍ତି ହୋଇ ଥିବା ବେଳେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅ ହୋଇ ସେ ଦଳୀୟ ସଂଗଠନକୁ ମଜବୁତ କରିଥିଲେ। ସେ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
Popular Categories



