www.samajalive.in
Monday, December 15, 2025
27.1 C
Bhubaneswar

ସମାଜକୁ ୱେବ ମିଡ଼ିଆର ଅବଦାନ ପାଇଁ ‘ସମାଜ ଲାଇଭ’ ଡିଜିଟାଲ ମିଡ଼ିଆ ମ୍ୟାନେଜର ଜିତ୍‌ ପଟ୍ଟନାୟକ ସମ୍ବର୍ଦ୍ଧିତ

କଟକ: ସୂଚନା ଓ ଲୋକ ସମ୍ପର୍କ ଏବଂ କଟକ ଜିଲା ପ୍ରଶାସନ ପକ୍ଷରୁ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କଟକ ଜିଲା ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ଏହି ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ‘ସମାଜ ଲାଇଭ’ର ଡିଜିଟାଲ ମିଡ଼ିଆ ମ୍ୟାନେଜର ଜିତ୍ ପଟ୍ଟନାୟକଙ୍କୁ ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ସମ୍ବର୍ଦ୍ଧିତ କରିଛନ୍ତି। ସମାଜକୁ ୱେବ ମିଡ଼ିଆର ଅବଦାନ ପାଇଁ ଶ୍ରୀ ଆରୁଖ ‘ସମାଜ ଲାଇଭ’ର ଡିଜିଟାଲ ମିଡ଼ିଆ ମ୍ୟାନେଜର ଜିତ୍ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାପଡ଼ିଛି।

- Advertisement -

ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଅର୍ଥନୈକ ଇତ୍ୟାଦିର ଖବର ଦେଶବିଦେଶରେ ରହୁଥିବା ଓଡ଼ିଆଙ୍କୁ ପହଞ୍ଚାଇବାରେ ‘ସମାଜ ଲାଇଭ’ ପ୍ରମୁଖ ଭୂମିକା ନିର୍ବାହ କରିଛି। ଏହା ସମସ୍ତ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ‘ସମାଜ ଲାଇଭ’ର ପ୍ରତ୍ୟେକଟି ଖବର ଉଚ୍ଚକୋଟିର ଏବଂ ଏହା ଦର୍ଶକୀୟ ଆଦୃତି ଲାଭ କରିଛି। ପ୍ରତ୍ୟେକ ଖବର ତତ୍କାଳ ପାଠକଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରି ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories