ସମ୍ବଲପୁର: ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ‘ସେବା ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି। ବିହଙ୍ଗମ ଯୋଗ ଅନୁଷ୍ଠାନ ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ବିହଙ୍ଗମ ଯୋଗ ସନ୍ଥ ସମାଜର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ବାହାରିଥିବା ସଂକଳ୍ପ ଯାତ୍ରା ଅବସରରେ ସ୍ଥାନୀୟ ଡକ୍ଟର ରାଧାନାଥ ରଥ କମ୍ୟୁନିଟି ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ମହାପାତ୍ରଙ୍କୁ ସନ୍ଥ ପ୍ରବର ବିଜ୍ଞାନ ଦେବ ମହାରାଜ ଏହି ସମ୍ମାନରେ ସମ୍ମାନିତ କରିଥିଲେ।
Popular Categories



