www.samajalive.in
Monday, December 15, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମହାନଦୀରେ ବନ୍ୟା.. ହରଭଙ୍ଗା ତହସିଲର ୧୦ରୁ ଅଧିକ ଗାଁ ପାଣିଘେରରେ.. ୪୧ ନଦୀକୂଳିଆ ଗାଁକୁ ସତର୍କ ସୂଚନା..

ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଲା.. ୧୯.୧୬ମିଟର ଜଳ ପ୍ରବାହିତ.. ଆସିପାରେ ବଡ଼ବନ୍ୟା..

- Advertisement -

ଜୟପାଟଣା ବ୍ଲକ ବିମଲା ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ଗୋଟିଏ ପରିବାରର ୬ ଆହତ, ୨ ଗୁରୁତର..

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ.. ଟାସ୍କ ଫୋର୍ସରେ ରହିବେ ୧୦୦ ସଶସ୍ତ୍ର ପୁଲିସ କନଷ୍ଟେବଳ..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ..ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ୫୦ ବର୍ଗର ଅଣସଂଗଠିତ କର୍ମଚାରୀ ସାମିଲ୍‌ ..

ଏସ୍‌ଆର୍‌ସିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା .. ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ନିର୍ଦେଶ ..

ଅର୍ଚ୍ଚନା ନାଗ୍‌‌ଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌‌..

ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା.. ଆସନ୍ତାକାଲି ପର୍ଯ୍ୟନ୍ତ ୧୦ ଜିଲାକୁ ରେଡ୍‌‌ ୱାର୍ଣ୍ଣିଂ ଜାରି ..

ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର,ଦେବଗଡ,ଅନୁଗୁଳ,କେନ୍ଦୁଝର,ବୌଦ୍ଧକୁ ରେଡ୍‌‌ ୱାର୍ଣ୍ଣିଂ ଜାରି..

ହରିୟାଣାରେ ହିଂସା ଜାରି .. ୬ ମୃତ, ୩୦ ଆହତ.. ହିଂସା ବନ୍ଦ ପାଇଁ ସୁପ୍ରିମକୋର୍ଟରେ ଆବେଦନ..

ପ୍ରସିଦ୍ଧ ନିର୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା..

ଲଗାଣ ବର୍ଷା ପାଇଁ ଦେବଗଡ଼ ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଦୁଇ ଦିନ ଛୁଟି ଘୋଷଣା..

ଲଗାଣ ବର୍ଷା ଜାରି.. ୧୪ ଜିଲାରେ ଛୁଟି ଘୋଷଣା.. ଢ଼େଙ୍କାନାଳ, ଅନୁଗୂଳ, ମୟୂରଭଞ୍ଜ, କଳାହାଣ୍ଡି, ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର ଓ ବଲାଙ୍ଗୀର, ନୟାଗଡ଼, ସୁବର୍ଣ୍ଣପୂର ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା..

ଲଘୁଚାପ ଜନିତ ବର୍ଷାରେ ବୁଡ଼ିଲା ହେକ୍ଟର ହେକ୍ଟର ଚାଷଜମି..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories