ତିଗିରିଆ: ଭାରତୀୟ ଜନତା ପାର୍ଟି ତିଗିରିଆ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଘର ଘର ଚାଲ ଅଭିଯାନ ପଦଯାତ୍ରା ତିଗିରିଆ ମଣ୍ଡଳରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତିଗିରିଆ ମଣ୍ଡଳ ସଭାପତି ସନ୍ତୋଷ ରାଉତଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଘର ଘର ଚାଲ ଅଭିଯାନ ପଦଯାତ୍ରା ତିଗିରିଆ ବ୍ଲକ ବାଲିପୁଟ ପଞ୍ଚାୟତର ବାଣେଶ୍ୱରପଡ଼ା, ବାଲିପୁଟ ଓ ଗୋଦରାବନ୍ଧ ପରିକ୍ରମା କରିଥିଲେ।
Popular Categories



