www.samajalive.in
Monday, December 15, 2025
27.1 C
Bhubaneswar

ମଣିପୁରରେ ପୁଣି ହିଂସା ଜଣେ ପୁଲିସ କମାଣ୍ଡୋଙ୍କ ସହ ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ – ମଣିପୁରରେ ସଂରକ୍ଷଣକୁ ନେଇ ହିଂସା ଲାଗି ରହିଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲାଣି । ଶୁକ୍ରବାର ଦିନ ହିଂସା ପୁଣି ଭୟାନକ ରୂପ ନେଇଥିଲା । ଏଥିରେ ଜଣେ ପୁଲିସ କମାଣ୍ଡାଣ୍ଟଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଥିବା ବେଳେ ଦେଖିବାମାତ୍ରେ ଉପଦ୍ରବକ୍ରୀଙ୍କୁ ଗୁଳି ମାରିବା ପାଇଁ ନିର୍ଦେଶ ଦିଆଯାଇଛି ।
ହିଂସାକାରୀମାନେ ପରସମ୍ପର ଗୋଷ୍ଠୀର ଯୁବକମାନଙ୍କୁ ନିର୍ଯ୍ୟାତନା ଦେଉଥିବା ବେଳେ ଗୁଳି ମାରି ହତ୍ୟା କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଶୁକ୍ରବାରରେ ମୋଇରଙ୍ଗ ତୁରେଲରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ଏନାକାଉଣ୍ଟର ସମୟରେ ଜଣେ ପୁଲିସକର୍ମୀଙ୍କର ମୃତ୍ୟୁ ହୋଇଛି ।

- Advertisement -

ଏବେ ବିଭିନ୍ନ ସ୍ଥାନରେ ସୁରକ୍ଷାବଳଙ୍କୁ ସ୍ଥାନୀୟଲୋକମାନେ ରୋକିବା ପାଇଁ ଉଦ୍ୟମ କରୁଛନ୍ତି । ବିକଳ୍ପ ମାର୍ଗରେ ସେନା ଏବଂ ପୁଲିସ କର୍ମୀ ଉପଦ୍ରବକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories