www.samajalive.in
Saturday, December 13, 2025
18.1 C
Bhubaneswar

‘ଶାହରୁଖ ସୁନ୍ଦର ନୁହନ୍ତି, ଅଭିନୟ ଜାଣନ୍ତି ନାହିଁ’

ଇସଲାମାବାଦ : ପାକିସ୍ତାନୀ ଅଭିନେତ୍ରୀ ମେହନୁର ବାଲୁଚ୍‌ ବଲିଉଡ୍‌ ଅଭିନେତା ଶାହରୁଖ ଖାଁଙ୍କୁ ସମାଲୋଚନା କରିବା ନେଇ ବିବାଦ ସୃଷ୍ଟି ହୋଇଛି । ଶାହରୁଖ ଆଦୌ ସୁନ୍ଦର ନୁହନ୍ତି କିମ୍ବା ସେ ଅଭିନୟ ଜାଣି ନାହାନ୍ତି; ସେ ଆଦୌ ଆକର୍ଷଣୀୟ ଅଭିନେତା ନୁହନ୍ତି ବୋଲି ୫୨ବର୍ଷୀୟା ମେହନୁର ମନ୍ତବ୍ୟ ଦେଇଛନ୍ତି । ଶାହରୁଖ କେବଳ ବ୍ୟବସାୟ କରିପାରନ୍ତି। ତାଙ୍କର ଭଲ ବ୍ୟକ୍ତିତ୍ବ ରହିଥିବାରୁ ଦକ୍ଷତା ନଥାଇ ବଜାରରେ କେମିତି ନିଜର ଚାହିଦା ବଢ଼ାଇପାରିବେ ତାହା କେବଳ ଜାଣନ୍ତି ବୋଲି ସେ କହିବା ପରେ କିଙ୍ଗ୍‌ ଖାଁଙ୍କ ପ୍ରଶଂସକମାନେ ଉତ୍‌କ୍ଷିପ୍ତ ହୋଇଉଠିଛନ୍ତି । ଶାହରୁଖ ଅଭିନୟରେ ରାଜା ବୋଲି ପ୍ରଶଂସକମାନେ କହିଛନ୍ତି। ଇତିମଧ୍ୟରେ ଲସ୍‌ ଆଞ୍ଜେଲ୍ସଠାରେ ଚଳଚ୍ଚିତ୍ର ସୁଟିଂବେଳେ ଆହତ ହୋଇଥିବା ଶାହରୁଖ ସୁସ୍ଥ ହୋଇଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories