www.samajalive.in
Saturday, December 6, 2025
17.1 C
Bhubaneswar

କୂଅରେ ପଡି ଦୁଇ ନାବାଳିକା ମୃତ

ଅନୁଗୁଳ: ପାଳଲହଡ଼ା ବ୍ଲକ ଅନ୍ତର୍ଗତ ଆଲୁରୀ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛିପଞ୍ଚାୟତର ଅର୍ଜୁନଝରି ଗ୍ରାମରେ ଆଜି ଚାରି ବର୍ଷର ଦୁଇ ନାବାଳିକା ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ସାରି ଘରକୁ ଫେରୁଥିବା ବେଳେ ଏକ କୂଅରେ ଖସି ପଡ଼ିଥିଲେଗୁରୁତର ଅବସ୍ଥାରେ ସେମାନଙ୍କୁ ଖମାର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲାତେବେ ସେଠାରେ ଦୁଇ ଜଣକର ମୃତ୍ୟୁବରଣ ହୋଇଛିଦୁଇ ମୃତକଙ୍କ ପରିଚୟ ମିଳିଛି ସେମାନେ ହେଲେ ପଲ୍ଲବି କିସାନ ଲଭ୍ଲି କିସାନସେମାନଙ୍କ ବୟସ ଚାରି ବର୍ଷ ହେବଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିଏହି କୁଅଟି ସରକାର କୂଅ ହୋଇଥିବା ବେଳେ ଏଥିରେ କୌଣସି ଢ଼ାଙ୍କୁଣୀ ନଥିବାରୁ ଏଭଳି ଅଘଟଣ ଘଟୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତିମୃତକ ଦୁଇ ନାବାଳିକାର ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories