www.samajalive.in
Wednesday, December 10, 2025
14.1 C
Bhubaneswar

୪ଟା ସୁଦ୍ଧା ମୁଖ୍ୟ ଖବର

ଭୁବନେଶ୍ବର : ସହିଦନଗରସ୍ଥ ଥିବା ଭବାନୀ ମଲ ନିକଟରେ ଥିବା ଏକ ବାରରେ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି…..
– ଭୁବନେଶ୍ବର : ଘର ମୁହଁରୁ ଘୋଷାରି ଝାମ୍ପି ନେଇଗଲେ ସୁନା ଚେନ, ବ୍ରେସଲେଟ । ଅଭିଯୋଗ ପରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୁଲିସ….

-ବଢ଼ିଲା ସୌରିନ୍‌ ଭଟ୍ଟଙ୍କ ଅଡ଼ୁଆ, ସୌରିନ୍‌ଙ୍କୁ ଖୋଜିବାକୁ କଲିକତା ଯିବ ପୁଲିସ….
-‘ର’ ମୁଖ୍ୟ ହେବେ ରବି ସିହ୍ନା; ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ ହେଉଛନ୍ତି ସିହ୍ନା….
-ନୂଆଦିଲ୍ଲୀ : ସଙ୍କଟରେ ଗୋ ଫାଷ୍ଟ; ୨୨ ଜୁନ୍‌ ପର୍ଯ୍ୟନ୍ତ ବିମାନ ଉଡ଼ାଣ ବାତିଲ…
-ତାମିଲନାଡ଼ୁ : ଦୁଇ ବସ୍‌ ମୁହାଁମୁହିଁ : ୪ ମୃତ ; ୭୦ ଆହତ….

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories